୪୫କେଜି ଗଞ୍ଜେଇ ଜବତ, ଜଣେ ଗିରଫ

0

କନ୍ଧମାଳ: ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ବୁଧବାର ସକାଳେ ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ହେଲା ଲକ୍ଷ୍ମଣ ନାଏକ । ଗିରଫ ବେଳେ ଘଟଣାସ୍ଥଳରୁ ୪୫କେଜି ୪୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲଣ କାରବାରରେ ବ୍ୟବହୃତ ଗୋଟିଏ ହୋଣ୍ଡା ସିଟି କାରକୁ ପୁଲିସ ଜବତ କରିଛି । ମାଶ୍ରିପଡ଼ା- କେଲାପଡ଼ା ରାସ୍ତା ନିକଟସ୍ଥ ମାଶ୍ରିପଡ଼ା ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଫିରିଙ୍ଗିଆ ପୁଲିସ ଲକ୍ଷ୍ମଣଙ୍କୁ କରିଛି ।

Leave A Reply