ଆମ୍ବୁଲାନ୍ସରେ ଗଞ୍ଜେଇ

0

ସୁବର୍ଣ୍ଣପୁର : ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ବୁହାହେଉଛି। ବୌଦ୍ଧରୁ ଛତିଶଗଡ଼ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ୱାରା ଅର୍ଜ୍ଜୁନପୁର ନିକଟରେ ଏହା ଧରାପଡ଼ିଛି। ଆମ୍ବୁଲାନ୍ସ ଭିତରୁ ପ୍ରାୟ ୨୫ କେ.ଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଛତିଶଗଡ଼ର ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଆମ୍ବୁଲାନ୍ସ ଜବତ କରାଯାଇଛି।

Leave A Reply