୭ କେଜି ଗଞ୍ଜେଇ ଜବତ, ୨ ଗିରଫ

0

ରାଉରକେଲା: ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୭ କେଜି ଗଞ୍ଜେଇ ଜବତ କରାଯାଇଛି । ରାଉରକେଲା ବଂଧମୁଣ୍ଡାର ଅଞ୍ଚଳରୁ ରବିକୁମାର ଗୁପ୍ତା ଠାରୁ ୪ କେଜି ଓ ଶିବକୁମାର ସାହୁଙ୍କ ନିକଟରୁ ୩କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲର ଅଭିଯୋଗରେ ପୁଲିସ ଦୁଇ ଜଣଙ୍କ ଗିରଫ କରିଛି ।

Leave A Reply