୧୪କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

0

ମାଲକାନଗିରି : ଅବକାରୀ ବିଭାଗ ଓ ପୁଲିସ ଦ୍ବାରା ୧୪କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଆରଏସସି-୧, ଆରଏସସି-୪, ରାୟପୁର, ଫୁଲପଦର ଗଞ୍ଜେଇ ଚାଷ ହୋଇଥିବାର ସୂଚନା ପାଇ ମିଳିତ ଟିମ୍ ଚଢଉ କରିଥିଲେ। ପ୍ରାୟ ୧୦୬ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ ମିଳିତ ଟିମ ଦ୍ବାରା ନଷ୍ଟ କରାଯାଇଛି।

Leave A Reply