ଗଞ୍ଜେଇ ଜବତ

0

ଭୁବନେଶ୍ୱର : ଶନିବାର ରାତିରେ ମଞ୍ଚେଶ୍ୱର ଅଞ୍ଚଳରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଡ଼ିଆରଆଇ (ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ) ଏହି ଚଢଉ କରି ଗଞ୍ଜେଇ ଜବତ କରିଛି। ଏକ କଣ୍ଟେନରରେ ଗଞ୍ଜେଇ ବ୍ରହ୍ମପୁରରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ଗୁଇନ୍ଦା ଟିମ୍‌ ଚଢଉ କରି ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ସମ୍ପୃକ୍ତ ଚାଳକକୁ ମଧ୍ୟ ଅଟକ ରଖିଛି।

Leave A Reply