ଗଞ୍ଜେଇ ଚାଲଣ ଅଭିଯୋଗରେ ୨ ଗିରଫ

0

ଯାଜପୁର: ବେଆଇନ ଗଞ୍ଜେଇ ଚାଲଣ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ କୋରାପୁଟ ଜିଲାର ସହଦେବ ନାୟକ(୩୨) ଏବଂ ନୟାଗଡ ଜିଲାର କୋମଲ ପ୍ରସାଦ ନାମଦେଓ(୩୧)। ଗିରଫ ବେଳେ ଅଭିଯୁକ୍ତଙ୍କ ଠାରୁ ୨୨ କେଜି ୮୦୦ ଗ୍ରାମ ଗଞ୍ଜେଇ, ଗୋଟିଏ ବାଇକ୍, ୩ଟି ମୋବାଇଲ ଓ ନଗଦ ୨ ହଜାର ଟଙ୍କା ପୁଲିସ କରିଛି । ଗତକାଲି ସେମାନଙ୍କୁ ଜୟପୁର ପୁଲିସ ଗିରଫ କରିଥିଲେ ଶନିବାର କୋର୍ଟ ଚାଲଣ କରାଯାଇଛି ।

Leave A Reply