୧୦୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

0

କନ୍ଧମାଳ: କନ୍ଧମାଳ ଜିଲା ତେଲମୁଣ୍ଡା ଛକ ନିକଟରୁ ୧୦୩ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲଣ କରୁଥିବା ଅଭିଯୋଗରେ ପିରିଙ୍ଗିଆ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦାମଦେଇ ଗାଁର ବାଳକୃଷ୍ଣ ଦିଗଲ । ଗିରଫ ବେଳେ ଅଭିଯୁକ୍ତଙ୍କ ନିକଟରୁ ଏକ କୁଇଣ୍ଟାଲ ତିନି କେଜି ଗଞ୍ଜେଇ ସହ ଗୋଟିଏ ବାଜାଜ୍ ଅଟୋ ଏବଂ ମୋବାଇଲ ଫୋନ୍ ଜବତ ହୋଇଛି ।

Leave A Reply