ଗୁରୁବାର ଝାରସୁଗୁଡା ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ଗଣେଶୀଲାଲ୍। ସର୍କିଟ ହାଉସରେ ଜିଲାର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା କରି ପଣ୍ଡରିପଥର ଗାଁ ରେ ହୋଇଥିବା ସବୁଜ ମହାନଦୀର ପରିଦର୍ଶନ କରିବେ ଓ ନିରୀକ୍ଷଣ କରିବେ।

0
Leave A Reply