ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

0

ସୁଆଣ୍ଡୋ : ପୁରୀ ଜିଲା ଗଙ୍ଗାନାରାୟଣ ପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଉତ୍କଳମଣି ଗୋପବନ୍ଧୁ ଉତ୍କଳ ଗୌରବ ମଧୁସୂଦନ ଓ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ଏହାକୁ ମନ୍ତ୍ରୀ ମହେଶ୍ଵର ମହାନ୍ତି ଲୋକାର୍ପିତ କରିଛନ୍ତି । ଉତ୍କଳ ସ୍ଵାଭିମାନ ମଞ୍ଚ ତରଫରୁ ଏହି ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି । ସ୍ମୃତିଚାରଣ ସଭାରେ ରାଧାକାନ୍ତ ଦାଶ, ଧୀରେନ୍ଦ୍ର ନାଥ ଦାସ, ପ୍ରସନ୍ନ କୁମାର ହୋତା ପ୍ରମୁଖ ମହାପୁରୁଷଙ୍କ ବିଷୟରେ ଆଲୋକପାତ କରିଥିଲେ ।

Leave A Reply