ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ୪ଟି ଶସ୍ତା ବାଇକ

0

ନୂଆଦିଲ୍ଲୀ : ନୂଆ ବର୍ଷକୁ ନେଇ ସମସ୍ତଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି। ତେବେ ଅଟୋମୋବାଇଲ ବଜାରରେ ମଧ୍ୟ କିଛିି ନୂଆ ବାଇକ ଆସିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ଆସନ୍ତୁ ଜାଣିବା ନୂଆ ବର୍ଷରେ ବଜାରରେ ଥିବା କିଛି ଶସ୍ତା ବାଇକ ଓ ଏଥିରେ ଥିବା ସମସ୍ତ ସୁବିଧା।

ବଜାଜ୍‍ ପ୍ଲାଟିନା ୧୧୦
ବଜାଜ ପ୍ଲାଟିନା ୧୧୦ ବାଇକରେ ୧୧୫ସିସି, ଏକକ ସିଲିଣ୍ଡର ଇଞ୍ଜିନ ରହିଛି। ଏହି ବାଇକର ମୂଲ୍ୟ ୪୯,୧୯୭ ଟଙ୍କା ରହିଛି।

ୟାମାହା ସାଲୁଟୋ ଆରଏକ୍ସ ୧୧୦ ୟୁବିଏସ
୨୦୧୯ ୟାମାହା ସାଲୁଟୋ ଆଏକ୍ସ ୧୧୦ ୟୁବିଏସରେ ୧୧୦ ସିସି ଏକକ ସିଲିଣ୍‍ଡର ଏୟାର କୁଲ୍ଡ ଇଞ୍ଜିନ ରହିଛି। ଏହି ବାଇକର ମୂଲ୍ୟ ୫୨,୦୦୦ ଟଙ୍କା ରହିଛି।

ଊାମହା ସାଲୁଟୋ ୧୨୫ ୟୁବିଏସ
୨୦୧୯ ୟାମହା ସାଲୁଟୋ ୧୨୫ ୟୁବିଏସ୍ରେ ୧୨୫ ସିସି ଏକକ ସିଲିଣ୍ଡର ଏୟାର କୁଲ୍ଡ ଇଞ୍ଜିନ ରହିଛି। ବଜାରରେ ଏହି ବାଇକର ମୂଲ୍ୟ ୫୯,୮୦୦ ଟଙ୍କା ରହିଛି।

ବଜାଜ୍‍ ଭି୧୫
୨୦୧୯ ବଜାଜ ଭି ୧୫ ରେ ୧୪୯.୫ ସିସି ଇଞ୍ଜିନ ଏହ ଏକକ ସିଲିଣ୍ଡର, ୫ସ୍ପିଡ ଗିୟରବକ୍ସ ରହିଛି।
ବଜାରରେ ଏହି ବାଇକର ମୂଲ୍ୟ ୬୭,୧୮୭ ଟଙ୍କା ରହିଛି।

Leave A Reply