ଏକା ସାଙ୍ଗରେ ଦୁଇ ମହିଳାଙ୍କୁ ବିବାହ କରିବେ ରୋନାଲଡ଼ିନୋ

0

ନୂଆଦିଲ୍ଲୀ : ବ୍ରାଜିଲର ଜଣାଶୁଣା ଫୁଟବଲ ଖେଳାଳି ରୋନାଲଡ଼ିନୋ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ବିଶ୍ୱସ୍ତରରେ ଫୁଟବଲ ଖେଳୁନାହାନ୍ତି ସତ ହେଲେ ସେ ଯେଉଁ ସମୟରେ ଫୁଟବଲ ଖେଳୁଥିଲେ ସେତେବେଳେ ବ୍ରାଜିଲ ଏବଂ ସାରାବିଶ୍ୱରେ ତାଙ୍କର ବହୁତ ଖ୍ୟାତି ଥିଲା। ସେ ଦ୍ରୁତ ଗତିରେ ଗୋଲ ସ୍କୋର କରିବାରେ ମାହିର ଥିଲେ। ଏହି ଖେଳାଳି ଆଗରୁ ବହୁତ ଥର ଚର୍ଚ୍ଚାରେ ରହି ଆସିିଛନ୍ତି। ଖବର ଅନୁସାରେ ସେ ଗୋଟେ ଦିନରେ ଏକାସହ ଦୁଇଜଣ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି। ୬ମାସ ହେବ ଏହି ତିନିଜଣ ଏକାଠି ରହୁଥିବାର ଖବର ରହିଛି।

Leave A Reply