ବାରବାଟୀରେ ଫୁଟବଲ ଖେଳାଳିଙ୍କ ହୃଦଘାତରେ ମୃତ୍ୟୁ

କଟକ : କଟକରେ ଥିବା ବାରବାଟୀ ଷ୍ଟାଡିୟମରେ ଶନିବାର ଜଣେ ଫୁଟବଲ ଖେଳାଳିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ମୃତ ଫୁଟବଲ ଖେଳାଳିଙ୍କ ନାମ ଅଜୟ କୁମାର ନାୟକ। ବାରବାଟୀରେ ଏଫ୍ଏଓ ଫୁଟବଲ ଲିଗ୍ ମ୍ୟାଚ୍ ଚାଲିଥିବା ସମୟରେ ଖେଳାଳି ଜଣଙ୍କ ଛାତିରେ ଯନ୍ତ୍ରଣା  ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ବଡ଼ ଡ଼ାକ୍ତରଖାନା ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ।

Comments are closed.