ଖାଦ୍ୟ ପରଷିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ !

0

କେବଳ ରୋଷେଇ ନୁହେଁ ଖାଦ୍ୟ ପରଷିବା ମଧ୍ୟ ଏକ କଳା ଅଟେ । କୁହାଯାଏ ସଠିକ୍ ଢଙ୍ଗରେ ଖାଦ୍ୟ ପରଷା ଗଲେ ତାହାର ସ୍ବାଦ ଦୁଇ ଗୁଣ ହୋଇଯାଏ । ଆସନ୍ତୁ ଜାଣିବା ଖାଦ୍ୟ ପରଷିବା ସମୟରେ କେଉ ଦିଗ ପ୍ରତି ଧ୍ୟାନ ଦେବେ ।

ଖାଦ୍ୟ ପରଷିବା ବେଳେ ବାସନ ସଫା ପ୍ରତି ଧ୍ୟାନ ଦିଅନ୍ତୁ ।

ପ୍ରଥମେ ପାଣି ଗ୍ଲାସ ଟେବୁଲ ଉପରେ ବା ଯେଉଁଠି ଖାଉଥିବେ ରଖନ୍ତୁ ।

ଫ୍ଲେଟ୍ , ଗିନା ଓ ଚାମଚ ଏକାପରି ଦେଖାଯାଉଥିବା ଉଚିତ୍ ।

ଡାଲି ବା ତରକାରୀ ପାଇଁ ବଡ ଗିନା ଏବଂ ଚଟଣୀ ପାଇଁ ଅଲଗା ଛୋଟ ଗିନା ରଖନ୍ତୁ ।

ଅଲଗା ଅଲଗା ବ୍ୟଞ୍ଜନ ପାଇଁ ଅଲଗା ଅଲଗା ଚାମଚ ରଖନ୍ତୁ ।

ଡିଜର୍ଟ ପାଇଁ ଅଲଗା ଗିନା ଓ ଚାମଚ ରଖନ୍ତୁ ।

ଖୀରି ଓ ମାଲପୁଆ ପରଷିବା ବେଳେ ଡ୍ରାଏ ଫ୍ରୁଟସ୍ ପକାଇବାକୁ ଭୁଲନ୍ତୁ ନାହିଁ ।

Leave A Reply