ଶନିଙ୍କ କୃପା ପ୍ରାପ୍ତି ପାଇଁ ଶନିବାରରେ ଖାଆନ୍ତୁ ଏହି ଖାଦ୍ୟ

ଶନିବାର ଦିନ ପ୍ରଭୁ ଶନିଦେବଙ୍କର ଅଧିକ ପ୍ରଭାବ ରହିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିବାରର ସ୍ୱାମୀ ଶନିଦେବ ଅଟନ୍ତି। ଏପରି କୁହାଯାଏ ଯେ, ଏହି ବାରରେ ଶନିଙ୍କ ସହ ସମ୍ବନ୍ଧିତ କିଛି ଖାଦ୍ୟର ସେବନ କଲେ ଖୁବ ସକରାତ୍ମକ ପ୍ରଭାବ ମିଳିଥାଏ। ଶନିବାରରେ ଏହି ୫ଟି ଖାଦ୍ୟରୁ ଯେକୌଣସି ଗୋଟିଏ ଖାଦ୍ୟ ଖାଇଲେ ଶନିଙ୍କ ବିଶେଷ କୃପା ମିଳିଥାଏ। ଜାଣନ୍ତୁ ….
ଖେଚେଡ଼ି –
ଏହି ବାରରେ ହରଡ଼ ଡ଼ାଲି ଓ ଚାଉଳରେ ପ୍ରସ୍ତୁତ ଖେଚେଡ଼ି ଖାଆନ୍ତୁ।
କଳା ରାଶି –
କଳା ରାଶିର ସେବନ କଲେ ମଧ୍ୟ ଖୁବ ଲାଭକାରୀ ହୋଇଥାଏ।
ଗୁଲାବ ଜାମୁ –
ମାନ୍ୟତା ଅନୁଯାୟୀ, ଏହି ବାରରେ ଗୁଲାବ ଜାମୁ ସେବନ କରିବା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ –
ଏହି ବାରରେ ସୋରିଷ ତେଲରେ ପ୍ରସ୍ତୁତ ଯେକୌଣସି ଖାଦ୍ୟ ଖାଇଲେ ଶନିଦେବ ଖୁବ ପ୍ରସନ୍ନ ହୋଇଥାଆନ୍ତି।
କଳା ଚଣା –
କଳା ଚଣାରେ ପ୍ରସ୍ତୁତ ତରକାରୀ ଖାଇବା ମଧ୍ୟ ଶୁଭଙ୍କର।

Comments are closed.