ଠାକୁର ଅନୂକୁଳ ଚନ୍ଦ୍ର କମ୍ପୁଟର ଇନଷ୍ଟିଚୁଟରେ ସ୍ୱାଧୀନତା ଦିବସ ପାଳନ

ଯାଜପୁର : ଯାଜପୁର ଅହିୟାସ ସ୍ଥିତ ଶ୍ରୀଶ୍ରୀ ଅନୂକୁଳ ଚନ୍ଦ୍ର କମ୍ପୁଟର ଇନଷ୍ଟିଚୁଟରେ ୭୩ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ବିଜୟ କୁମାର ସାମଲ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଇନଷ୍ଟିଚୁଟର ମୁଖ୍ୟ ହ୍ରୁଦୟ ବଳ୍ଲଭ ସାହୁ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନ ଭାରତର ସ୍ୱର୍ଣ୍ଣୀମ ଅଧ୍ୟାୟ ବିଷୟରେ ବିଭିନ୍ନ ତଥ୍ୟମାନ ପ୍ରଦାନ କରିଥିଲେ।

Comments are closed.