ପାଞ୍ଚ ଡକାୟତ ଗିରଫ

0

ବ୍ରହ୍ମପୁର; ଖଲ୍ଲିକୋଟ ପୁଲିସ ଏକ ପାଞ୍ଚଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ କାର, ଦୁଇ ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି, ପାଞ୍ଚଟି ମୋବାଇଲ ଫୋନ ଏବଂ ଦଶହଜାର ନଗଦ ଟଙ୍କା ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Leave A Reply