କପା ମିଲରେ ଅଗ୍ନିକାଣ୍ଡ

0

ରାୟଗଡା : କୁମୁଟିପେଣ୍ଠ ସ୍ଥିତ କପା ମିଲରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ୨ଟି ଦମକଳ ବାହିନୀ ନିୟୋଜିତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply