ଅଗ୍ନିକାଣ୍ଡରେ ମହିଳା ଗୁରୁତର

0

ବ୍ରହ୍ମଗିରି : ଅଗ୍ନିକାଣ୍ଡରେ ୨ ବଖରା ପୋଡି ପାଉଁଶ ହୋଇଯାଇଛି। ଏହାସହ ଜଣେ ମହିଳା ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି। ବ୍ରହ୍ମଗିରି ବିଦୂରବାଙ୍କ ଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply