ଅଗ୍ନିକାଣ୍ଡରେ ୫୦ ବଖରା ଭସ୍ମୀଭୂତ

0

ଭଞ୍ଜନଗର : ବ୍ରାହ୍ମଣପଦର ପଞ୍ଚାୟତ ଘରଡ଼ପଲ୍ଲୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ ୯ଟି ପରିବାରର ୫୦ ବଖରା ଘର ଜଳିଯାଇଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply