ଘର ଜାଳି ଦେଲେ ଦୁର୍ବୃତ୍ତ

0

ପଟ୍ଟାମୁଣ୍ଡାଇ : ଦୁର୍ବୃତ୍ତମାନେ ଜଣଙ୍କ ଘର ପୋଡି ଦେଇଛନ୍ତି। ମହାକାଳପଡା ଥାନା କଳତୁଙ୍ଗା ଗ୍ରାମରେ ଏହି ଅଘଟଣ ଘଟିଛି। ଏଥିରେ ୨ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏହାସହ ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ତଣ୍ଟିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply