ନିଆଁରେ ପୋଡି ହୋଇ ମହିଳା ଗୁରୁତର

0

ଖୁଣ୍ଟା : ଜଣେ ମହିଳା ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସୁକୁରା ଗଞ୍ଜୁଙ୍କ ପତ୍ନୀ ସୁନିତା ଗଞ୍ଜୁଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କ ଦେହର ପ୍ରମୁଖ ଭାଗ ପୋଡି ଯାଇଛି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ତେବେ ଚୁଲି ନିଆଁରୁ ତାଙ୍କ ଦେହରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

 

Leave A Reply