ନିଆଁରେ ପୋଡି ହୋଇ ମା ଓ ୨ପୁଅ ଗୁରୁତର

0

ଅନୁଗୁଳ : ଅନୁଗୁଳ ବନ୍ତଳା ଥାନା ଶାବଳଭଙ୍ଗା ଗ୍ରାମରେ ଏକ ଅଘଟଣ ଘଟିଛି। ରବିବାର ବିଳମ୍ବିତ ରାତିରେ ନିଆଁରେ ପୋଡି ହୋଇ ମା ଓ ୨ପୁଅ ଗୁରୁତର ହୋଇଛନ୍ତି। ସେମାନଙ୍କ ଶରୀରର ୯୦ଭାଗ ପୋଡି ଯାଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅନୁଗୁଳ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଘ​‌ରେ କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply