କୁକୁଡା ଫାର୍ମରେ ଭୟାବହ ଅଗ୍ନିକାଣ୍ଡ, ୨୦୦ରୁ ଅଧିକ କୁକୁଡା ଜୀବନ୍ତ ଦଗ୍ଧ

0

ବାଲେଶ୍ବର: କୁକୁଡା ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦୦ରୁ ଅଧିକ କୁକୁଡା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏଥିରେ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡି ଛାଖାର ହୋଇ ଯାଇଛି । ଆଜି ଅପରାହ୍ମ ପ୍ରାୟ ୩ଟା ​‌ବେଳେ ଦଣ୍ଡହରିପୁର ପଞ୍ଚାୟତର ଅରୁହା ଗ୍ରାମର ଅଭୟ ରାଉତଙ୍କ ଫାର୍ମରେ ନିଆଁ ଲାଗିଥିଲା।

Leave A Reply