ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦୦ ବଖରା ଘର

0

ଭଞ୍ଜନଗର: ସୋରଡା ଅସୁରବନ୍ଧ ପଞ୍ଚାୟତ ଅନ୍ତର୍ଗତ ମୟାଙ୍ଗିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୪୫ଟି ପରିବାର ସବସ୍ବାନ୍ତ ହୋଇଛନ୍ତି । ପ୍ରାୟ ୪୦ ବଖରା ଘର ଜଳି ନଷ୍ଟ ହୋଇ ଯାଇଛି । ବିଳମ୍ବରେ ଦମକଳ ବାହିନୀ ପହଞ୍ଚିବାରୁ କ୍ଷୟକ୍ଷତି ସଂଖ୍ୟା ଅଧିକ ହୋଇଥା ପାରେ ବୋଲି ଅନୁମାନ କରାଯାଉଛି ।

 

Leave A Reply