ରାଉରକେଲାରେ ଅଗ୍ନିକାଣ୍ଡ

0

ରାଉରକେଲା: ପାୱାର ହାଉସ୍‍ ଛକ ନିକଟସ୍ଥ ଗ୍ରୀଡ୍‍ ସବ୍‍ଷ୍ଟେସନ୍‍ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଏହି ଦୁର୍ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ। ସରକାରୀ ଓ ଆରଏସ୍‍ପି ଦମକଳ ବାହିନୀ ନିଅାଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି।

Leave A Reply