ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରାରୁ ଉର୍ଦ୍ଧ୍ବ ଘର

0

ଅନୁଗୁଳ :  ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ରପଡା କମାର ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୫ ବଖରାରୁ ଉର୍ଦ୍ଧ୍ବ ଘର ଜଳି ଯାଇଛି । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବ ପତ୍ର ସହ ଧାନ ଚାଉଳ ଓ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ କେହି ପ୍ରାଣ ହରାଇ ନଥିବା ସୂଚନା ମିଳିଛି ।

Leave A Reply