ଘାଟିରେ ଜଳିଗଲା ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ଧର୍ମଗଡ : ଆମପାଣି ଘାଟି​‌ରେ ଏକ ଭ୍ୟାନ ଜଳିଯାଇଛି। ଭ୍ୟାନଟି ଘାଟି ଉପରକୁ ଉଠୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ଏଥିରେ ଭ୍ୟାନରେ ଥିବା ୧୫ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 

Leave A Reply