ଗୁହାଳରେ ଅଗ୍ନିକାଣ୍ଡ, ୭ଗୋରୁ ଅର୍ଦ୍ଧଦଗ୍ଧ

0

ବ୍ରହ୍ମଗିରି : ଗୁହାଳରେ ଅଗ୍ନିକାଣ୍ଡ ଘଟି ୭ଗୋରୁ ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଏପରି ଘଟଣା କାଣ୍ଡଗଦା ବ୍ରାହ୍ମଣସାହିରେ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନାଯୋଗ୍ୟ ଯେ, ଗୁହାଳରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସେଠାରେ ଥିବା ଗୋରୁମାନେ ଅର୍ଦ୍ଧଦଗ୍ଧ ହୋଇଯାଇଛନ୍ତି।

Leave A Reply