ଅଗ୍ନିକାଣ୍ଡରେ ୪ଗୋରୁ ଜୀବନ୍ତ ଦଗ୍ଧ

0

ଜଳେଶ୍ବର : ଗୁହାଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୫ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଏପରି ଘଟଣା ବାଲିଆପାଳ ବ୍ଲକ ମଧୁପୁରା ଗ୍ରାମରେ ଘଟିଛି। ତେବେ ଗୁହାଳ ଘରେ ଦିଆଯାଇଥିବା ମଶାଧୂପରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply