ଫାଙ୍କା ଗୁଳିଚାଳନା କରି ୫୦,୦୦୦ ଟଙ୍କା ଲୁଟ୍‍

0

ଜଗତସିଂହପୁର : ନାଉଗାଁ-ନରଣପୁର ରାସ୍ତାରେ ୫୦,୦୦୦ ଟଙ୍କା ଲୁଟ୍‍ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ, ଏସ୍‍କେଏସ୍‍ ଫାଇନାନ୍ସର ଏଜେଣ୍ଟ୍‍ଙ୍କ ଠାରୁ ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତ ୫୦,୦୦୦ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply