ନକଲି ଗୁଟଖା କାରଖାନାରେ ଚଢଉ

0

ବ୍ରହ୍ମପୁର : ବ୍ରହ୍ମପୁର ସହର ବୁଢିଘରା ନିକଟରେ ଏକ ନକଲି ଗୁଟଖା କାରଖାନା ଉପରେ ଚଢଉ କରାଯାଇଛି। ବ୍ରହ୍ମପୁର ଉପ-ଜିଲ୍ଲାପାଳ ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଥିଲା। ଏହି ଚଢଉବେଳେ ଅନେକ ନକଲି ଗୁଟଖା ଜବତ କରାଯାଇଛି।

Leave A Reply