ଅନଲାଇନ ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚିଲା

0

ଭୁବନେଶ୍ୱର : ରାଜ୍ୟବ୍ୟାପୀ ପ୍ରସ୍ତାବିତ ୨୪ ଘଣ୍ଟିଆ ପରିବହନ ଧର୍ମଘଟ ଯୋଗୁ ମଙ୍ଗଳବାର ଅର୍ଥାତ  ଆସନ୍ତାକାଲି ଶିକ୍ଷକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ହେବାକୁ ଥିବା ଅନଲାଇନ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ୭ ତାରିଖ ପରିବର୍ତ୍ତେ ଏହି ପରୀକ୍ଷା ଅଗଷ୍ଟ ୧୬ ତାରିଖରେ ହେବ ବୋଲି ଜଣାପଡିଛି।

Leave A Reply