କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

0

ଭୁବନେଶ୍ବର : ବରିଷ୍ଠ ନେତା ନବୀନ ନନ୍ଦ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ଢେଙ୍କାନାଳ ଜିଲାର ପୂର୍ବତନ ବିଧାୟକ ଅଟନ୍ତି। ନବୀନ ନନ୍ଦ ପିସିସି ସଭାପତିଙ୍କ ଉପସ୍ଥତିରେ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଥିବା ଜଣାପଡିଛି।

ନବୀନଙ୍କ ମିଶ୍ରଣ କଂଗ୍ରେସ ଦଳ ଓ ରାଜ୍ୟ ପାଇଁ ଶୁଭ ସୂଚନା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Leave A Reply