ରାଉରକେଲାରେ ଇଭିଏମ୍ ଅଚଳକୁ ନେଇ ଉତ୍ତେଜନା

ରାଉରକେଲା : ରାଉରକେଲା ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ଅଚଳକୁ ନେଇ ଉତ୍ତେଜନା ଦେଖା ଦେଇଛି। ରାଉରକେଲା ନିର୍ବାଚନ ମଣ୍ଡଳୀର ସରକାରୀ ମହାବିଦ୍ୟାଳୟର ବୁଥ ନମ୍ବର ୩୬, ୩୭, ଓ ହାସନପୁର ବିଦ୍ୟାଳୟର ବୁଥ୍‌ ନମ୍ବର ୧୬୨ରେ ଏହି ପରିସ୍ଥିତି ଦେଖା ଦେଇଛି। ଖବର ପାଇ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଏହାସହ ଇଭିଏମ୍‌କୁ ଠିକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Comments are closed.