ଏରସମା ରାବଣପୋଡି : ଅତିଥିଙ୍କୁ ଅଣ୍ଡାମାଡ

0

ଏରସମା : ଏରସମାରେ ଅନୁଷ୍ଠିତ ରାବଣପୋଡିରେ ସାସଂଦ ଅନୁଭବ ମହାନ୍ତିଙ୍କ ଗାଡିକୁ ଅଣ୍ଡାମାଡ ହୋଇଥିବା ସୂଚନା ମିଳିଛି। ରାବଣ ପୋଡିକୁ ଯାଉଥିବା ଏକ ରଥସଦୃଶ ଗାଡି ଉପରକୁ ଅଣ୍ଡାମାଡ ହୋଇଥିବା ଅନୁଭବ କହିଛନ୍ତି। ସେହି ଗାଡିରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାସଂଦ ଅନୁଭବ ମହାନ୍ତି, ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଯାଉଥିଲେ। ତେବେ ଅଣ୍ଡାମାଡ କରିଥିବା ବ୍ୟକ୍ତିକୁ ଏରସମା ପୁଲିସ ଗିରଫ କରି ଥାନାରେ ଅଟକ ରଖିଛି ବୋଲି ଖବର ମିଳିଛି।

Leave A Reply