ସଲମାନଙ୍କ ‘ଦଶ କା ଦମ’ ରେ କମଲ ହାସନ କରିବେ ‘ବିଶ୍ୱରୂପମ-୨’ର ପ୍ରମୋସନ

0

ନୂଆଦିଲ୍ଲୀ : କମଲ ହାସଲ ପୁଣିଥରେ ଚଳଚ୍ଚିତ୍ର ବିଶ୍ୱରୂପମ-୨ ମାଧ୍ୟମରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି। ଏହାହେବ ବିଶ୍ୱରୂପମର ଦ୍ୱିତୀୟ ଭାଗ। ସେ ଏବେ ଏହି ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ ସଲମାନଙ୍କ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ‘ଦଶ କା ଦମ’ ରେ ନଜର ଆସିବେ।
କମଲ ହାସନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସଲମାନଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ଭାଇ ହବତ ଏମିତି, ଏକ ଲମ୍ବା ସମୟ ପରେ ସଲମାନଙ୍କ ସହ ଦେଖାହୋଇ ଖୁସିଲାଗିଲା। ସଲମାନ ଏବଂ କମଲ ହାସନ ଉଭୟ ‘ବିଗ ବସ’ରେ ଉପସ୍ଥାପନା କରିସାରିଛନ୍ତି। ସଲମାନ ହିନ୍ଦିରେ ଉପସ୍ଥାପନା କରିଥିଲା ବେଳେ କମଲ ତାମିଲରେ କରିଛନ୍ତି।

Leave A Reply