କଟକରେ ଏନକାଉଣ୍ଟର୍; ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର, ଏସସିବିରେ ଭର୍ତ୍ତି

0

କଟକ: କଟକରେ ପୁଣି ଏନକାଉଣ୍ଟର୍ । ଏଥିରେ ଦୁର୍ଦାନ୍ତ ଅପରାଧୀ ମଙ୍ଗୁ ଓ ଲିପୁ ଗୁରୁତର ହୋଇଛନ୍ତି।  ଏନକାଉଣ୍ଟର ବେଳେ କମିଶନରେଟ ପୁଲିସ ଦୁହିଙ୍କ ଠାରୁ ଦୁଇଟି ମାଉଜର ଓ ୧୭ ରାଉଣ୍ଡ ଗୁଳି ଜବତ କରିଛି । ଏନକାଉଣ୍ଟରରେ ଦୁହିଁଙ୍କ ଜଙ୍ଘରେ ଗୁଳି ବଯିଥିବା ବେଳେ କଟକ ଏସସିବିରେ ଏମାନଙ୍କୁ ଭର୍ତ୍ତି କରାଯାଇଛି ।

Leave A Reply