ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ବବୁଲ ଆହତ

0

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୁଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଆହତ ହୋଇଛି। ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ବବୁଲ ଆହତ ହୋଇଛି । ବବୁଲର ବାମଗୋଡରେ ଗୋଟିଏ ଗୁଳି ବାଜିଛି । ଆହତ ଅପରାଧି ବବୁଲ ପୁଲିସ ଉପରକୁ ବୋମାମାଡ କରିଥିଲା। ବୋମାମାଡରେ ଥାନା ଅଧିକାରୀ, ଏଏସଆଇ ଓ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଏନକାଉଣ୍ଟରରେ ଆହତ ହୋଇ ବବୁଲ ମେଡିକାଲରେ ଚିକିତ୍ସିତ ହେଉଛି।

Leave A Reply