ବିଦ୍ୟୁତ୍ ଆଘାତରେ ହାତୀ ମୃତ

0

ଦେବଗଡ : ଦେବଗଡ ବନଖଣ୍ଡ ଅଞ୍ଚଳର ଲୋଇମୁରା ସେକ୍ସନ ସାଲହି ନିକଟରୁ ଏକ ମାଈହାତୀର ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍ ଆଘାତରେ ଏହି ମାଈହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।

Leave A Reply