ହାତୀ ଆକ୍ରମଣରେ ଦମ୍ପତ୍ତି ମୃତ

0

ଢେଙ୍କାନାଳ : ହାତୀ ଆକ୍ରମଣରେ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି। ସେମାନେ ଯାତ୍ରା ଦେଖି ଦୁଧୁକାଟେଣୀରୁ ​‌​‌ନିଜ ଗାଁକୁ ଫେରୁଥିଲେ। ସେହି ସମୟ​‌‌ରେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲଙ୍କ ହାବୁଡରେ ପଡି ଯାଇଥିଲେ। ହାତୀପଲ ସେମାନଙ୍କୁ ଗୋଡରେ ଦଳି ଦେଇଥିଲେ। ଫଳରେ  ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ସ୍ବାମୀଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Leave A Reply