ହାତୀ ଆକ୍ରମଣରେ ଜଣେ ଗୁରୁତର

0

ଖୋର୍ଦ୍ଧା : ଅଙ୍ଗାରପଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶନିବାର ସକାଳରେ ଏହି ଅଘଟଣ ଘଟିଛି। ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବା ଜଣାପଡିଛି।

Leave A Reply