ନୀଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ

0

ନୀଳଗିରି : ନୀଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ ଦେଖିବାକୁ ମିଳିଛି। ଗୋପାଳପୁର ନିକଟ ଜଙ୍ଗଲରେ ୨୫ରୁ ଅଧିକ ହାତୀ ରହିଥିବା ଜଣାପଡିଛି। ହାତୀପଲ ଝାରଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ଜଣାପଡିଛି। ହାତୀପଲ ବେତନଟୀ ରେଞ୍ଜ ନଡପୁର ମଧ୍ୟ ଦେଇ ପ୍ରବେଶ କରିଛନ୍ତି। ହାତୀପଲ ଗାଁ ମୁହାଁ ହେଉଥିବା ଆଶଙ୍କା କରି ଗୋପାଳପୁର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି। ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ନଜର ରଖାଯାଇଥିବା ଜଣାପଡିଛି।

 

 

Leave A Reply