ଅସୁସ୍ଥ ହାତୀର ମୃତ୍ୟୁ

0

ଢେଙ୍କାନାଳ: ଶନିବାର ଏକ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଶୁକ୍ରବାର ଢ଼େଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ତୁରଡାନାଳି ଗାଁ ଜଙ୍ଗଲ ନିକଟରୁ ଅସୁସ୍ଥ ଦନ୍ତା ହାତୀକୁ ଉଦ୍ଧାର କରାଯାଇଥିଲା । ହାତୀଟିର ଗୋଡରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ହାତୀଟି ତଳେ ପଡି ଚିତ୍କାର କରୁଥିଲା । ନନ୍ଦନକାନନରୁ ବିଶେଷଜ୍ଞ ଦଳ ପହଞ୍ଚି ଦନ୍ତା ହାତୀଟିକୁ ଉଦ୍ଧାର କରି ଚିକତ୍ସା କରିଥିଲେ । ହେଲେ ହାତୀଟିର ମୃତ୍ୟୁ ଘଟିଛି ।

Leave A Reply