ଦନ୍ତାହାତୀ ଆକ୍ରମଣରେ ୩ ଆହତ

0

ଢେଙ୍କାନାଳ : ଢେଙ୍କାନାଳ ସହର ଭିତରେ ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି। ସହର ଭିତରେ ଦନ୍ତା ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ କୋରିଆଁ ଅଭୟ ମଲ୍ଲିକ ଓ ତାଙ୍କ ୪ ବର୍ଷର ଝିଅ। ନ୍ୟ ଜଣେ ହେଉଛନ୍ତି ଜଣେ ଟ୍ରକ ଚାଳକ। ସମସ୍ତ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ହାତୀଟି ବଡ଼ଯୋରା ନାଳ ନିକଟରେ ରହିଛି। ହାତୀ ଯୋଗୁଁ ସହରର ବିଦ୍ୟୁତ ଯୋଗାଣ ବନ୍ଦ ରହିଥିବା ଜଣାପଡ଼ିଛି।

Leave A Reply