ହାତୀପଲଙ୍କ ଉତ୍ପାତ

0

ଖୋର୍ଦ୍ଧା : ଖୋର୍ଦ୍ଧା ଚିତ୍ରକୁଟ ପାହାଡ଼ ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ଦେଖାଯାଇଛି। ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ନିରାକାରପୁର ଥାନା ବୃନ୍ଦାବନପୁର ଗାଁର ବୋଲି ସୂଚନା ମିଳିଛି। ଟାଙ୍ଗୀ ସାନରାଉତପଡ଼ାରେ ୪୦ ବସ୍ତା ଧାନ ହାତୀପଲ ଖାଇଦେଇଥିବା ଜଣାପଡ଼ିଛି।

Leave A Reply