ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ

0

ଢେଙ୍କାନାଳ : ଢେଙ୍କାନାଳର କମଳାଙ୍ଗ ଠାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଙ୍କ ହାତୀ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଦିନ କୋଡ଼ିଏରୁ ଅଧିକ ହାତୀ ଏହି ଅଞ୍ଚଳରେ ଥିବାର ସ୍ଥାନୀୟ ଲୋକେ ବନବିଭାଗକୁ ଜଣାଇଥିଲେ। ମାତ୍ର ଏହି କଥା ପାଇଁ କେହି ଧ୍ୟାନ ଦେଇ ନଥିଲେ। ବୁଢାପଙ୍କ ସୁକିନ୍ଦା ରେଳ ଧାରଣା ନିର୍ମାଣ ନିମେନ୍ତ ଏଠାରେ ବିଦ୍ୟୁତ ତାର ଯାଇଥିଲା। ଫଳରେ ତାର ସଂସ୍ପର୍ଶରେ ଆସି ହାତୀଙ୍କର ମୃତ୍ୟୁ ହୋଇଯାଇଛି।

Leave A Reply