ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ

0

ଭୁବନେଶ୍ବର: ବିଦ୍ୟୁତ ଆଘାତରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ସହିଦନଗର ଥାନା ୟୁନିଟ-୯ ଫ୍ଲାଟରେ ଏହି ଅଘଟଣ ଘଟିଛି। ବିଦ୍ୟୁତ ଆଘାତ ଲାଗିବା ପରେ ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ଦ୍ବୟ ସମ୍ପର୍କରେ ଦୁଇ ଯାଆ ବୋଲି ଜଣା ପଡିଛି।

Leave A Reply