ବିଦ୍ୟୁତ ଆଘାତରେ ବୁଦ୍ଧଙ୍କ ମୃତ୍ୟୁ

0

ଜଗତସିଂହପୁର: ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପରିଆଙ୍ଗ ଗ୍ରାମରେ ମଙ୍ଗଳବାର ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଅଭୟ ପ୍ରଧାନ । ସେ ଧାନ ବିଲକୁ ଯାଇଥିବାବେଳେ ପୂର୍ବରୁ ଛିଣ୍ଡି ତଳେ ପଡିଥିବା ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଘଟଣା ସ୍ଥଲରେ ହିଁ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି ।

Leave A Reply