ବିଦ୍ୟୁତ ଆଘାତରେ ଯୁବକ ମୃତ

0

ବାଲେଶ୍ବର: ଗୁରୁବାର ସକାଳ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲିଆପାଳ ବ୍ଲକ ବେତଗଡିଆ ପଞ୍ଚାୟତର କାଳିଆଖିଆ ଗ୍ରାମର ଅରବିନ୍ଦ ପରିଡା(୨୩)। ଅରବିନ୍ଦ ସକାଳ ୫ଟାରେ ଚଉମୁଖ ଗ୍ରାମର ଘଡି ଛକରେ ଟ୍ରକରୁ ପଲଟ୍ରି ବୁରା କାଢୁଥିବା ସମୟରେ ଉପରେ ଥିବା ୧୧କେବି ବିଦ୍ୟୁତ ତାରରେ ମୁଣ୍ଡ ବାଜିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୁତ୍ୟୁ ହୋଇଥିଲା।

Leave A Reply