ନିର୍ବାଚନ କାର୍ଯ୍ୟସୂଚୀ ସମ୍ପର୍କିତ ମିଛ ଖବରର ତଦନ୍ତ ନିର୍ଦେଶ

0

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀ ସମ୍ପର୍କିତ ମିଛ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବାବେଳେ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ଗୁରୁବାର ନିର୍ବାଚନ ଆୟୋଗ ଏହାର ତଦନ୍ତ ନିମନ୍ତେ ଦିଲ୍ଲୀ ପୁଲିସକୁ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ମିଛ ଖବର ପ୍ରସାରଣକୁ କିପରି ରୋକାଯାଇପାରିବ ସେ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି।

Leave A Reply